Sunday, November 22, 2026
ADVERTISEMENT
Home ଆଞ୍ଚଳିକ ଟିକାବାଲି ଠାରେ ମୋଟର ଚାଳକ ସଚେତନ କାର୍ଯ୍ୟକ୍ରମ

ଟିକାବାଲି ଠାରେ ମୋଟର ଚାଳକ ସଚେତନ କାର୍ଯ୍ୟକ୍ରମ

369
ADVERTISEMENT

କନ୍ଧମାଳ,୨୫/୧୧(ଡି.ଏଚ/ସୁରେଶ କୁମାର ପଣ୍ଡା):କନ୍ଧମାଳ ଜିଲ୍ଲା ଓଡିଶା ମୋଟର ଚାଳକ ସଙ୍ଘ ତରଫରୁ ଟିକାବାଲି ଠାରେ ଚାଳକ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶାଖାର ସଭାପତି ଟିକାବାଲି ସଭାପତି ରମାକାନ୍ତ ବିଶୋଇ ଓ ସମ୍ପାଦକ ଶ୍ରୀକାନ୍ତ ଭୋଇ ବାଲିଗୁଡା ସଭାପତି ଅଭିରାମ ଦିଗାଳ ଜିଲ୍ଲା ସମ୍ପାଦକ ମନୋରଞ୍ଜନ ପ୍ରଧାନ କନ୍ଧମାଳ ଜିଲ୍ଲାର ସମସ୍ତ ପଦାଧିକାରୀ ମାନେ ଯୋଗ ଦେଇଥିଲେ ଗାଡ଼ି ଚାଳକ ମାନଙ୍କୁ ନିଶା ନିବାରଣ ଟ୍ରାଫିକ ନିୟମ ଅନୁସାରେ ଗାଡ଼ି ଚଳାଚଳ କରିବା ପାଇଁ ସମସ୍ତ ଚାଳକ ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l

Advertisement