Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବୁଗୁଡା ପିପୁଲସ ମହାବିଦ୍ୟାଳୟର ଗଭର୍ଣ୍ଣି ବଡିର ବୈଠକ

ବୁଗୁଡା ପିପୁଲସ ମହାବିଦ୍ୟାଳୟର ଗଭର୍ଣ୍ଣି ବଡିର ବୈଠକ

282
ADVERTISEMENT

ବୁଗୁଡା,୨୪।୧୧(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ବୁଗୁଡା ପିପୁଲସ ମହାବିଦ୍ୟାଳୟ ଠାରେ ଗଭର୍ଣ୍ଣି ବଡି ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ବୁଝିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି। ବୁଗୁଡା ବ୍ଲକ ଅଧ୍ୟକ୍ଷା, ଜିଲାପରିଷଦ,ଅଧ୍ୟାପକ ଅଧ୍ୟାପିକା ଓ କଲେଜ କମିଟିବୃନ୍ଦ ଉପସ୍ଥିତ ଥିଲେ।

Advertisement