Sunday, November 22, 2026
ADVERTISEMENT
Home ଆଞ୍ଚଳିକ କୋଦଳାରେ ମୋବାଇଲ୍ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର

କୋଦଳାରେ ମୋବାଇଲ୍ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର

348
ADVERTISEMENT

କୋଦଳା,୨୦ା୧୧(ଡି.ଏଚ) : ଆଜି ପୁର୍ବାହ୍ନରେ କୋଦଳା ଥାନା ଅନ୍ତର୍ଗତ ନlଇକାଣୀପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଉକ୍ତ ଗ୍ରାମର ପୂର୍ବ ସାହିରେ ଥିବା ବସନ୍ତ ସ୍ଵାଇଁଙ୍କ ଘରେ ରାଜେଶ ସ୍ଵାଇଁ (୧୩) ଓ ଆକାଶ ସ୍ଵାଇଁ (୧୦) ଏକ ମୋବାଇଲ ବ୍ୟାଟେରୀ ଧରି ଖେଳୁଥିବା ବେଳେ ହଠାତ୍ ବ୍ୟାଟେରୀଟି ଫାଟିଯିବା ଯୋଗୁଁ ଦୁଇ ଭାଇ ଗୁରୁତର ଆହତ ହୋଇଥିଲେ l ସେମାନଙ୍କୁ ତୁରନ୍ତ ଖଲ୍ଲିକୋଟ ମେଡିକାଲକୁ ନେବା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l

Advertisement