Sunday, November 22, 2026
ADVERTISEMENT
Home ଆଞ୍ଚଳିକ ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ଦିନିକିଆ ଗଂଜାମ ଗ୍ରସ୍ତ

ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ଦିନିକିଆ ଗଂଜାମ ଗ୍ରସ୍ତ

426
ADVERTISEMENT

ବ୍ରହ୍ମପୁର, ୨୦/୧୧(ଡି.ଏଚ/କିରଣ ମିଶ୍ର):ଆଜି ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଦିନିକିଆ ଗଂଜାମ ଗ୍ରସ୍ତରେ ଆସି ସ୍ଥାନୀୟ ଟାଉନ ହଲ ବ୍ରହ୍ମପୁର ଠାରେ ଏକ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ lଦକ୍ଷିଣ ଓଡିଶା ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ଏହି ସମ୍ୱର୍ଦ୍ଧନା ସଭାରେ ଭାରତୀୟ ଜନତା ଯୁବମୋର୍ଚ୍ଚାର କର୍ମକର୍ତ୍ତା ମାନେ ସ୍ଥାନୀୟ ହେଲିପେଡରୁ ଟାଉନହଲ ପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ପାଛୋଟି ନେଇଥିଲେ lପରେ ଏକ ବିରାଟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେl

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ ରାଜେନ୍ଦ୍ର କୁମାର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ,ଶୁଭାଶିଷ ସାହୁ କିରଣ କୁମାର ସାହୁ,ବିକାଶ ପାଣିଗ୍ରାହୀ,ପ୍ରିୟ ରଞ୍ଜନ ବେହେରା,ଉମା ଚରଣ ପଣ୍ଡା,ରଘୁନାଥ ରେଡି,ଶିବ ପ୍ରସାଦ ପାତ୍ର ,ସିଦ୍ଧାର୍ଥ ଶଙ୍କର ପଣ୍ଡା ,ଶିବ ନାୟକ ,ଶ୍ରୀ କୁମାର ପୁରୋହିତ ,ମଧୁ ସୁଦନ ସାହୁ ,ଜଗଦୀଶ ପ୍ରଧାନ,କମଳ ପାତ୍ର ,ମନୋଜ ମହାରଣା ,ଆକାଶ ଗୌଡ଼ ,କେ ରବି ରାଓ ,ସୁରେଶ ରେଡି, ଗୋପୀ ମହାରଣା ,ରବୀନ୍ଦ୍ର ସାହୁ ,କମଳ କୁମାର ପଣ୍ଡିତ ,ତୁମ୍ବେଶ୍ୱର ନାୟକ ,ଅଶ୍ୱିନୀ ପାତ୍ର ,ଦିଲୀପ ରାଉତ ,ସନ୍ତ କୁମାର ନାୟକ, ବାଳକୃଷ୍ଣ ସେଠି ,ରୁପଜ ନାୟକ ,ଜଗନ୍ନାଥ ଡୋରା ,ଅମିତ ସେଠି ,ମାନସ ରଞ୍ଜନ ଜେନା ,ପି ରାଜେନ୍ଦ୍ରଙ୍କ ସହ ବହୁ ଯୁବକ ଉପସ୍ଥିତ ଥିଲେl

Advertisement