Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଭଲ୍ଲିବଲ ମହାସଂଘର ପ୍ରଥମ ବାର୍ଷିକୋତ୍ସବ

ଭଲ୍ଲିବଲ ମହାସଂଘର ପ୍ରଥମ ବାର୍ଷିକୋତ୍ସବ

310
ADVERTISEMENT

ବ୍ରହ୍ମପୁର,୧୮।୧୧(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ଭଲ୍ଲିବଲ ମହାସଙ୍ଘର ପ୍ରଥମ ବାର୍ଷିକ ଉତ୍ସବ ବ୍ରହ୍ମପୁର କାରଗିଲ ଭଲ୍ଲିବଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୁର୍ବତନ ବିଧାୟକ ବ୍ରହ୍ମପୁର ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ସଭାପତି ସୁବାଷ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଭଲ୍ଲିବଲ ମହାସଙ୍ଘର ସଭାପତି ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Advertisement