Saturday, November 21, 2026
ADVERTISEMENT
Home ଆଞ୍ଚଳିକ ସତସଙ୍ଗରେ ଜୀବନରେ ସତ୍ ମାର୍ଗ ଏବଂ ଶାନ୍ତି ମିଳିଥାଏ

ସତସଙ୍ଗରେ ଜୀବନରେ ସତ୍ ମାର୍ଗ ଏବଂ ଶାନ୍ତି ମିଳିଥାଏ

362
ADVERTISEMENT

ଭୁବନେଶ୍ୱର,୧୮।୧୧(ଡି.ଏଚ/ହିମାଂଶୁ ପାଢ଼ୀ ) : ସୁଧା-ସର୍ଜ୍ଜନା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ର ମନ୍ତୀ ପ୍ରତାପ ଷଡଗୀଂ ଉପସ୍ଥିତ ରହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୀବନରେ ସତ୍ ମାର୍ଗ ଏବଂ ସତସଙ୍ଗରେ ଶାନ୍ତି ମିଳିଥାଏ ବୋଲି କହିଛନ୍ତି। ଆମେ ସମସ୍ତଙ୍କୁ ଭଲପାଇବା ଓ ସମ୍ମାନ ଦେବା ଉଚିତ। ସତ୍ୟ, ସେବା ଓ ଭଲପାଇବା ହେଉଛି ସବୁ ଧର୍ମ, ସବୁ ବିଶ୍ଵାସର ଆଧାର ବୋଲି ଏହି ଅବସରରେ ସେ କହିଛନ୍ତି।

Advertisement