ବାଲିଗୁଡ଼ା,୧୬।୧୧(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା 70ରୁ 80ବୟସର ବୃଦ୍ଧା ବୃଦ୍ଧିଙ୍କ ତୀବ୍ର ବିରୋଧ ଯେହେତୁ ଆମର ଚାଲିବାକୁ ବଳ ନାହିଁ ବ୍ୟାଙ୍କରେ ଟଙ୍କା ଠିଆ ହୋଇ କେମିତି ଆଣିବୁ ପ୍ରଶାସନକୁ ଅନୁରୋଧ ଏହାକୁ ଆଗରୁ ଯେମିତି ଅଫିସରୁ ନେଉଛୁ ସେମିତି ନେବୁ ଏହା ବନ୍ଦ କରାଯାଉ ।
















