Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଶିଶୁ ଦିବସ ଉପଲକ୍ଷେ ସ୍ବେଛାକୃତ ରକ୍ତଦାନ ଶିବିର

ଶିଶୁ ଦିବସ ଉପଲକ୍ଷେ ସ୍ବେଛାକୃତ ରକ୍ତଦାନ ଶିବିର

357
ADVERTISEMENT

ଦାରିଙ୍ଗବାଡି,୧୫-୧୧(ଡି.ଏଚ/ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ଶିବିର ଆମ ଓଡ଼ିଶା ସମ୍ବାଦ ଓ ଦାରିଙ୍ଗବାଡ଼ି ଶିକ୍ଷକ ସଙ୍ଘ ମିଳିତ ହୋଇ ଶିଶୁ ଦିବସ ଉପଲକ୍ଷେ କରାଯାଇଥିଲା ଏହି ଶିବିରରେ ପ୍ରାୟ 40ଉର୍ଦ୍ଧ ୟୁନିଟରକ୍ତ ସଂଗ୍ରହ ହୋଇଥିଲା ।

Advertisement