Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଅଟୋ ସହ ଟ୍ରାକ୍ଟର ଧକ୍କା !

ଅଟୋ ସହ ଟ୍ରାକ୍ଟର ଧକ୍କା !

650
ADVERTISEMENT

କନ୍ଧମାଳ,୧୪/୧୧(ଡି.ଏଚ/ସୁରେଶ ପଣ୍ଡା) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ରାସ୍ତାର ବଜାର ଭିତରେ କାଲି ରାତିରେ ଏକ ଟ୍ରାକ୍ଟର ଆସି ଅଟୋକୁ ପିଟିହୋଇଥିଲା । ଘଟଣା ସ୍ଥଳରେ ୩ ଜଣ ଆହାତ ହୋଇଥିଲେ, ଆହାତ ଯାତ୍ରୀଙ୍କୁ ଦାରିଙ୍ଗବାଡ଼ି ମେଡିକାଲକୁ ନିଆଯାଇଥିଲା । ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ଜଣା ପଡ଼ିଛି ପୋଲିସ ଏହାର ତଦନ୍ତ କରୁଛନ୍ତି ।

Advertisement