Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଆର.ଡି.ସି କଲୋନୀର ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ ଉଦଯାପିତ

ବ୍ରହ୍ମପୁର ଆର.ଡି.ସି କଲୋନୀର ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ ଉଦଯାପିତ

266
ADVERTISEMENT

ବ୍ରହ୍ମପୁର,୧୩/୧୧(ଡି.ଏଚ/ସଞ୍ଜୟ ବିଶ୍ୱାଳ ) : ଆଜି R.D.C କଲୋନୀ ସ୍ଥିତ ନିଗମ ନଗର ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକ ମାସ ଶେଷ ସୋମବାର ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ଅଷ୍ଟ ପ୍ରହରି କାର୍ଯ୍ୟକ୍ରମ ଚାଲୁ ରହିଥିଲା l ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ମାସ ବ୍ୟାପି ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବଙ୍କ ନିକଟରେ 108 ଆଳତି କରାଯାଇଥିଲା l ଏହି ଉପଲେଖେ ନାମସଂକୀର୍ତ୍ତନ ଓ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ବାସିନ୍ଧା ଭକ୍ତ ବୃନ୍ଦ ସହଯୋଗର ହାତ ବଢ଼ାଇଥିବା ବେଳେ ମନ୍ଦିର ପରିଚାଳନା କମିଟି ସଦସ୍ୟ ମୁନା ମିଶ୍ର, ସୁବନ ଦାସ , କାଳୁ ସାହୁ, ତ୍ରିନାଥ ସାହୁ,ନିରଞ୍ଜନ ଦାସସ, ଶିବ ପ୍ରସାଦ ସାହୁ, ଚିରଞ୍ଜିବି ବେହେରା,ପ୍ରଦୀପ କୁମାର ମଲ୍ଲିକ, ମଧୁସୂଦନ ମହାପାତ୍ର, ଚିତ୍ତ ରଞ୍ଜନ ତ୍ରିପାଠୀ,ତୁଟୁ ନାୟକ, ତ୍ରିନାଥ ପଣ୍ଡା, ସପତଞ୍ଜଳି ପଣ୍ଡା ଓ ଭାବଗ୍ରାହୀ ରାଉତ ପ୍ରମୁଖ ଭୂମିକଂଲ ଗ୍ରହଣ କରିଥିଲେ l

Advertisement