Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ସୁରଭି କାର୍ଯ୍ୟକ୍ରମ ପାଇଁ ରଘୁନାଥପୁର ଉଚ୍ଚ ବିଦ୍ୟାଳୟର ୧୦ ଜଣ ଛାତ୍ରଙ୍କ ଭୁବନେଶ୍ୱର ଗସ୍ତ

ସୁରଭି କାର୍ଯ୍ୟକ୍ରମ ପାଇଁ ରଘୁନାଥପୁର ଉଚ୍ଚ ବିଦ୍ୟାଳୟର ୧୦ ଜଣ ଛାତ୍ରଙ୍କ ଭୁବନେଶ୍ୱର ଗସ୍ତ

275
ADVERTISEMENT

ବ୍ରହ୍ମପୁର,୧୩/୧୧(ଡି.ଏଚ/ଗୁରୁପ୍ରସାଦ) : ପ୍ରତିବର୍ଷ ଭଳି ଭୁବନେଶ୍ଵରରେ ଅନୁଷ୍ଠିତ ହେଉଥିବା ସୁରଭି କାର୍ଯ୍ୟକ୍ରମ -2019ରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ରଘୁନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାର୍ଗଦର୍ଶକ ଶିକ୍ଷକ ଭାବେ ଶ୍ରୀମାନ ହୃଷିକେଶ ନାୟକ ୧୦ ଜଣ ମେଧାବୀ ଛାତ୍ରଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ଅଗ୍ରସର ହୋଇଛନ୍ତି l ସେହି ଛାତ୍ର ମାନେ ହେଲେ ବିକାଶ ଗୌଡ, ବିକ୍ରମ ଶବର,ବିକ୍ରମ ସେଠୀ,ଏନ୍.ଗୌତମ ପଟ୍ଟନାୟକ,ବିବେକ କୁମାର ନାହାକ, ମିଥିନୁ ବେହେରା,ବାବୁଲା ଶବର,ବିଜୟ ମଲ୍ଲିକ,ପ୍ରମୋଦ ମଲ୍ଲିକ ଓ ଏନ୍. ଜସ୍ୱନ୍ତ୍ ପଟ୍ଟନାୟକ ସମସ୍ତ କାର୍ଯ୍ୟକର୍ତ୍ତା ସମସ୍ତ ଛାତ୍ର ମାନଙ୍କ ଓ ମାର୍ଗଦର୍ଶକ ଶିକ୍ଷକଙ୍କ ମଙ୍ଗଳ କାମନା ପୂର୍ବକ କାର୍ଯ୍ୟକ୍ରମରୁ ପ୍ରତ୍ୟାବର୍ତ୍ତନ ସମୟକୁ ଅପେକ୍ଷାରତରେ ଅଛନ୍ତି ।

Advertisement