Tuesday, November 24, 2026
ADVERTISEMENT
Home ଆଞ୍ଚଳିକ କାର୍ତ୍ତିକ ପୂର୍ଣମୀ ଉପଲକ୍ଷେ ନିଆରା ରୂପରେ ଦେଖିବାକୁ ମିଳିଥିଲା ରାଧା କୃଷ୍ଣଙ୍କୁ

କାର୍ତ୍ତିକ ପୂର୍ଣମୀ ଉପଲକ୍ଷେ ନିଆରା ରୂପରେ ଦେଖିବାକୁ ମିଳିଥିଲା ରାଧା କୃଷ୍ଣଙ୍କୁ

478
ADVERTISEMENT

ଫୁଲବାଣୀ,୧୩/୧୧(ଡି.ଏଚ/ପ୍ରଶାନ୍ତ କୁମାର ପାତ୍ର) : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକର ସାରଙ୍ଗଡ ପଞ୍ଚାୟତର ଅଶୋକ ନଗର ଠାରେ ପାରମ୍ପରିକ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଯାଇଛି ଏହି ଅବସରରେ ଛୋଟ ଛୋଟ ପିଲା ମାନଙ୍କ ଦ୍ୱାରା ରାଧା କୃଷ୍ଣ ଭେଷ ବାହାରି ସାରା ଗ୍ରାମ ପରିକ୍ରମା କରାଯାଇଥିଲା । କମିଟିର ସଭାପତି ରାମ ଚନ୍ଦ୍ର ମୂଖି, ପ୍ରକାଶ ମୂଖି, ମାନସ ନାୟକ, ରୋହିତ ନାୟକ, ପର୍ଶୁ ମୂଖି , ଶୁବ୍ରତ ମୂଖି, ନାରାୟଣ ମୂଖି, ଆଦି ଉକ୍ତ ଅନୁଷ୍ଠାନକୁ ସୁଚାରୁରୂପେ ପରିଚାଳନା କରିଥିଲେ ଓ ଆଜି ରଧା କୃଷ୍ଣଙ୍କ ଜୁଗଳ ମୂର୍ତ୍ତିକୁ ବହୁ ଆଡମ୍ବରରେ ସ୍ଥାନୀୟ ଘାଇରେ ବିଶର୍ଜନ କରାଯାଇଥିଲା।

Advertisement