Saturday, November 21, 2026
ADVERTISEMENT
Home ଆଞ୍ଚଳିକ ସିଦ୍ଧି ବିନାୟକ ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତ୍ତନ

ସିଦ୍ଧି ବିନାୟକ ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତ୍ତନ

426
ADVERTISEMENT

ବ୍ରହ୍ମପୁର,୧୩/୧୧(ଡି.ଏଚ/ଈ.ରଞ୍ଜନ ) : ସହରରେ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ଅନ୍ୟତମ ପୀଠସ୍ଥଳ ଭାବେ ବହୁ ଚର୍ଚ୍ଚିତ ପଞ୍ଚମା ଗ୍ରାମର ନିକଟତର ସିଦ୍ଧିବିନାୟକ ମନ୍ଦିର ଅଟେ l ଏଠାରେ ପ୍ରହରୀ ନାମଯଜ୍ଞ ପ୍ରତିବର୍ଷ ଅନୁଷ୍ଠିତ ହଇଆସୁଅଛି l ଏହି ବର୍ଷ ଦୀର୍ଘ ୩ ଦିନ ଧରି 24ପ୍ରହରୀ ନାମ ସଂକୀର୍ତନ ବିଭିନ୍ନ ଭକ୍ତଙ୍କୁ ନେଇ ଅନୁଷ୍ଠିତ ହଇଅଛି l ଏଠାକୁ କାର୍ତ୍ତିକ ମାସରେ ହଜାର ହଜାର ଲୋକ ଆସି ଗୌରୀ ପୁତ୍ର ଶ୍ରୀଗଣେଷଙ୍କୁ ଦର୍ଶନ କରି ହରେ କୃଷ୍ଣ ହରେ ରାମ ନାମ ଜପି ପ୍ରସାଦ ସେବନ କରି ମନଆନନ୍ଦିତ କରି କାର୍ତ୍ତିକ ମାସର ଶୁଭଙ୍କର ଓ ପବିତ୍ର ମନରେ ଜପ କରୁଥିବା ମନ୍ଦିର ସହଯୋଗୀମାନେ ସୂଚନା ଦେଇଛନ୍ତି l ପଞ୍ଚମା ଗ୍ରାମର ବହୁ ଯୁବଗୋଷ୍ଠୀ ସହଯୋଗ କରୁଥିବା ବେଳେ, ସେଥିମଧ୍ୟରୁ ଗ୍ରାମର ମନ୍ଦିରର ପ୍ରମୁଖ ସହଯୋଗୀ ପ୍ରଫୁଲ୍ଲ କୁମାର ମଣ୍ଡଳ, ବାପି ସାମନ୍ତରାୟ, ଏବଂ ସୁଧୀରକାନ୍ତ ମଣ୍ଡଳଙ୍କ ମାତ୍ରାଧିକ ସହଯୋଗ କରି ମନ୍ଦିର ଉର୍ନ୍ନତି ନିମନ୍ତେ ପ୍ରଚେଷ୍ଟାରେ ରହିଥାନ୍ତି l

Advertisement