Monday, November 23, 2026
ADVERTISEMENT
Home ଆଞ୍ଚଳିକ ଦାରିଙ୍ଗବାଡିରେ କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ସଂକୀର୍ତ୍ତନ

ଦାରିଙ୍ଗବାଡିରେ କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ସଂକୀର୍ତ୍ତନ

666
ADVERTISEMENT

ଦାରିଙ୍ଗବାଡି,୧୨/୧୧ (ଡି.ଏଚ/ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତରେ କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ସଂକୀର୍ତନ କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ ପ୍ରାୟ ପାଞ୍ଚ ସହରୁ ଲୋକ ଯୋଗଦେଇ ଦାରିଙ୍ଗବାଡ଼ି ଅଞ୍ଚଳ ପରିଦର୍ଶନ କରିବାସହ ବୋଇତ ଭସାଣିରେ ମଧ୍ୟ୍ୟ ସହଯୋଗ କରିଥିଲେ ।

Advertisement