Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଜନବିକାଶ ତରଫରୁ ଛାତ୍ର ମାନଙ୍କୁ ଡ୍ରାଇଭିଂ ତାଲିମ

ଜନବିକାଶ ତରଫରୁ ଛାତ୍ର ମାନଙ୍କୁ ଡ୍ରାଇଭିଂ ତାଲିମ

316
ADVERTISEMENT

କନ୍ଧମାଳ,୧୨/୧୧ (ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକରେ ଥିବା ଜନ ବିକାଶ ଅଫିସରେ ଆଦିବାସୀ ଓ ହରିଜନ ଛାତ୍ରଙ୍କୁ ଡ୍ରାଇଭିଂ ଉପରେ ତାଲିମ ଦିଆଯାଇଛି । ଏହି ତାଲିମରେ ବ୍ଲକର ମୋଟ ପନ୍ଦର ଜଣ ଭାଗ ନେଇଥିଲେ, ଆଗକୁ ଏହି ତାଲିମରେ ଅଧିକ ଛାତ୍ର ଅଂଶ ଗ୍ରହଣ କରିବା ନେଇ ଅଫିସର ନିର୍ଦେଶକ କହିଛନ୍ତି ।

Advertisement