Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ମା’ ପାଟ୍ଟ ଖଣ୍ଡା ଠିକାଦାର ସଂଘର ବୈଠକ

ମା’ ପାଟ୍ଟ ଖଣ୍ଡା ଠିକାଦାର ସଂଘର ବୈଠକ

311
ADVERTISEMENT

ବାଲିଗୁଡା,୧୨/୧୧ (ଡି.ଏଚ/ସୁରେଶ ପଣ୍ଡା ) : ମା’ ପାଟ୍ଟ ଖଣ୍ଡା ଠିକାଦାର ସଂଘ ତରଫରୁ ସମସ୍ତ ସଦସ୍ୟ ମାନଙ୍କୁ ଜଣାଇ ଦିଆ ଯାଉଚି ଯେ ,ଆସନ୍ତା ତା ୧୫.୧୦.୨୦୧୯ ରିଖ ଦିନ ଆମର ଓଡ଼ିଶା ଠିକାଦାର ସଂଘର ନିର୍ଦ୍ଦେଶ କ୍ରମେ ସମସ୍ତ ଠିକାଦାର ମାନଙ୍କୁ ସଂଗଠିତ ହୋଇ ଉପ – ଜିଲ୍ଲାପାଳଙ୍କ ନିକଟରେ ସ୍ମାରକ ପତ୍ର ଦିଆଯିବ। ଏଣୁ ସମସ୍ତଙ୍କ ମଙ୍ଗଳ ନିମନ୍ତେ ସମସ୍ତ ଠିକାଦାରଙ୍କ ସାହାଯ୍ୟ, ସାହୋଜଗ ଏବଂ ଉପସ୍ଥିତି ଏକାନ୍ତ କାମ୍ୟ ।

Advertisement