କୁକୁଡାଖଣ୍ଡି,୧୧/୧୧ (ଡି.ଏଚ/ଇ.ରଞ୍ଜନ ) :ନିମଖଣ୍ଡି ଫାଣ୍ଡି ଅନ୍ତଗତ ଶ୍ରୀରଗଂରାଜପୁର ଗ୍ରାମରେ ଶନିବାର ରାତ୍ର ବନିତା ସାହୁକଂ ଘରେ ସମସ୍ତେ ଶୋଇଥିବା ବେଳେ କେହି ଦୁବୃତ୍ତ ସୁନା ମଗଂଳସୂତ୍ର ଚୋରିକରି ନେବା ସହ ଜିନିଷ ପତ୍ର ସବୁ ଫୋପାଡି ଦେଇଥିଲେ । ଏହି ସମୟରେ ଘରେ ଶବ୍ଦଶୁଣି ଉଠିବା ବେଳେ ଦୁବୃତ୍ତ ପଳାଇଯାଇଥିଲେ। ଏନେଇ ବନିତା ନିମଖଣ୍ଡି ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଚଲାଇଥିବା ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥୀ କହିଛନ୍ତି।
















