Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଜାତୀୟ ଆଇନ ସେବା ଦିବସ ପାଳନ

ଜାତୀୟ ଆଇନ ସେବା ଦିବସ ପାଳନ

583
ADVERTISEMENT

ବ୍ରହ୍ମପୁର,୯।୧୧(ଡି.ଏଚ/ସାହେବ ନାୟକ ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଂଜାମ ଦ୍ୱାରା ପଦଯାତ୍ରା ମାଧ୍ୟମରେ ଜାତୀୟ ଆଇନ ସେବା ଦିବସ ପାଳନ କରାଯାଇଛି । ଏହି ପଦଯାତ୍ରା ବ୍ରହ୍ମପୁର କୋର୍ଟ ପରିସର ଠାରୁ ବାହାରି ମେଡିକାଲ କ୍ୟାମ୍ପସ ହାଇସ୍କୂଲ ପର୍ଯ୍ୟନ୍ତ କରାଯାଇଥିଲା । ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାସ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହିଁ କାର୍ଯ୍ୟକ୍ରମରେ ସହ ପାରଲିଗାଲ ଭଲୁଣ୍ଟର ,ପାନାଲ ଓକିଲ,ମିଡିଏଟର ,ରିଟନର, ବହୁ ସ୍ବେଛାସେବୀ ,ସ୍କୂଲ କ୍ଲବ ସଦସ୍ୟ ବୃନ୍ଦ ତଥା ବ୍ରହ୍ମପୁର ସ୍କେଟିଂ ଏକାଡେମୀର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହା ମାଧ୍ୟମରେ ସମାଜକୁ ବିଭିନ୍ନ ପ୍ରକାର ଆଇନ ବିଷୟରେ ସଚେତନ କରାଯାଇଥିଲା ।

Advertisement