Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଅବକାରୀ ବିଭାଗ ଦ୍ୱାରା ୨ମହିଳା ଓ ୨ପୁରୁଷଙ୍କୁ କୋର୍ଟ ଚାଲାଣ

ବ୍ରହ୍ମପୁର ଅବକାରୀ ବିଭାଗ ଦ୍ୱାରା ୨ମହିଳା ଓ ୨ପୁରୁଷଙ୍କୁ କୋର୍ଟ ଚାଲାଣ

300
ADVERTISEMENT

ବାଲିଗୁଡ଼ା,୬/୧୧(ଡି.ଏଚ/ଟିକି ଦଣ୍ଡିଆ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବ୍ରହ୍ମପୁର ଅବକାରୀ ବିଭାଗଙ୍କ ଦ୍ୱାରା ମହୁଲି ଜବତ ହୋଇଥିଲା ଏହା ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଜାଗାରୁ ଜବତ କରିବା ସହ ଚାରିଜଣଙ୍କୁ ଗିରଫ କରିଥିଲେ ଏହି ଚାରିଜଣ ହେଲେ ମନୋଜ କୁମାର ଦିଗାଲ ଗ୍ରାମ କଟପଡ଼ି, ଭୀମ ଚନ୍ଦ୍ର ମଲିକ ଗ୍ରାମ ବ୍ଳଦପଙ୍ଗା, ଭାରତୀ ନାୟକ ଡୁମୁଡ଼ିସାହି, ସୁଜାତା ଦିଗାଲ ଡୁମୁଡ଼ିସାହି କେଶ ନମ୍ବର 115/116/117/118ରେ ଏକମାମଲା ରଜୁ କରି ଅବକାରୀ ଅଧିକାରୀ ଧିରେନ କୁମାର ବେହେରା କୋର୍ଟ ଚାଲାଣ କରିଥିଲେl

Advertisement