Saturday, November 21, 2026
ADVERTISEMENT
Home ଆଞ୍ଚଳିକ ସାଂସଦଙ୍କ ବ୍ଲକ ପ୍ରତିନିଧି ଭାବେ ରଘୁ ପ୍ରସାଦ ପାତ୍ର ନିଯୁକ୍ତ

ସାଂସଦଙ୍କ ବ୍ଲକ ପ୍ରତିନିଧି ଭାବେ ରଘୁ ପ୍ରସାଦ ପାତ୍ର ନିଯୁକ୍ତ

725
ADVERTISEMENT

କୁକୁଡାଖଣ୍ଡି,୦୫/୧୧ (ଡି.ଏଚ/ଇ.ରଂଜନ) : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ କୁକୁଡାଖଣ୍ଡି ବ୍ଲକ ପ୍ରତିନିଧି ଭାବେ ବଉଳଝୋଳିର ପୂବତନ ସରପଞ୍ଚ ଟି.ରଘୁ ପ୍ରସାଦ ପାତ୍ରକୁଂ ନିଯୁକ୍ତ କରାଯାଇଛି । ଏନେଇ ସାଂସଦ କୁକୁଡାଖଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀକୁଂ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ନୂତନ ନିଯୁକ୍ତି ପାଇବା ପରେ ତାକୁଂ ବ୍ଲକ ଅଧ୍ୟକ୍ଷ କାମାଷା ପ୍ରସାଦ ପାତ୍ର, ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ ପ୍ରମୁଖ ଶୁଭେଛା ଜ୍ଞାପନ କରିଛନ୍ତି।

Advertisement