Saturday, November 21, 2026
ADVERTISEMENT
Home ଆଞ୍ଚଳିକ ମହାବୀର ଜିମର ପ୍ରତିଯୋଗୀଙ୍କୁ ପ୍ରଥମ ପୁରସ୍କାର ଓ ଗୋଲଡ଼ ମେଡ଼ାଲ

ମହାବୀର ଜିମର ପ୍ରତିଯୋଗୀଙ୍କୁ ପ୍ରଥମ ପୁରସ୍କାର ଓ ଗୋଲଡ଼ ମେଡ଼ାଲ

424
ADVERTISEMENT

କନ୍ଧମାଳ,୧/୧୧(ସୁରେଶ କୁମାର ପଣ୍ଡା):କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ବଡ଼ିବିଲଡର ଚମ୍ପିୟାନ ଆୟୋଜନ କରାଯାଇଥିଲା ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ଉପଖଣ୍ଡରୁ ପଚିଶି ଜଣ ଭାଗନେଇଥିଲେl ମହାବୀର ଜିମ ତରଫରୁ ପାଞ୍ଚ ଜଣ ଭାଗନେଇଥିଲେ,ଏହି ପ୍ରତିଯୋଗିତାରେ ମହାବୀର ଜିମର କିସାନ ଡିଗାଲ ଗୋଲଡ଼ ମେଡ଼ାଲ ପାଇବା ସହ କପ ମଧ୍ୟ ପାଇଥିଲେ ଏହି ପୁରସ୍କାର କନ୍ଧମାଳ ଜିଲ୍ଲା ଆରକ୍ଷଣ ଅଧିକାରୀ ପ୍ରତୀକ ସିଂ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ବିତରଣ କରିଥିଲେ lଏହି ପୁରସ୍କାର ମହାବୀର ଜିମକୁ ମିଳିଥିବାରୁ ଅନୁଷ୍ଠାନର ମାଲିକ ବହୁତ ଖୁସି ଅନୁଭବ କରିବା ସହ ବାଲିଗୁଡ଼ା କୋଣ ଅନୂକୋଣରେ ଚର୍ଚ୍ଚାର ବିଷୟ ପାଲଟିଛିl

Advertisement