Saturday, November 21, 2026
ADVERTISEMENT
Home ଆଞ୍ଚଳିକ ୮ ଜୁଆଇଡି ସହ ନଗଦ ଏକ ଲକ୍ଷ ପଇଁତିରିଶି ହଜାର ଟଙ୍କା ଜବତ କରିଛି ରାୟଗଡା...

୮ ଜୁଆଇଡି ସହ ନଗଦ ଏକ ଲକ୍ଷ ପଇଁତିରିଶି ହଜାର ଟଙ୍କା ଜବତ କରିଛି ରାୟଗଡା ପୋଲିସ।

412
ADVERTISEMENT

ରାୟଗଡା,୩୦/୧୦(ଡି.ଏଚ/ସୁଶାନ୍ତ ମହାରଣା):ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ତେଜସ୍ୱି ହୋଟେଲରେ ଚଢ଼ାଉ କରିଥିଲା। ଉକ୍ତ ଚଢ଼ାଉରେ ରୁମ ନମ୍ବର ୩୦୬ ରୁ ଆଠ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ। ସେହି ଚଢ଼ାଉରେ ପୋଲିସ ସେମାନଙ୍କ ପାଖରୁ ନଗଦ ଏକଲକ୍ଷ ପଇଁତିରିଶ ହଜାର ଏକ ସହ ଟଙ୍କା, ସହ ଚାରୋଟି ତlସ ପାଳି, ଆଠୋଟି ମୋବାଇଲ ଫୋନ ଏବଂ ଚାରୋଟି ମୋଟର ସାଇକେଲ ଜବଦ ହୋଇଛି। ଏମାନେ ସମସ୍ତେ ରାୟଗଡା ଅଞ୍ଚଳର ବାସିନ୍ଦା ଅଟନ୍ତି। ପୋଲିସ ସମସ୍ତଙ୍କୁ ଗିରଫ କରି କେସ ନମ୍ବର-୩୮୫/,ୟୁ /ଏସ -୩ ଓ ପି କ୍ଯୁ ଆକଟ ଅନୁଯାଇ କୋଟ ଚାଲାଣ କରିଛି। ଯାହା ସୂଚନା ଦେଇଛନ୍ତି ରାୟଗଡା ଏସ ଡି ପି ଓ ତପନ ନାରାୟଣ ରଥ ।

Advertisement