Monday, November 23, 2026
ADVERTISEMENT
Home ଆଞ୍ଚଳିକ ଆର. ପି. ଏଫ ଆଇଜିଙ୍କ ରାୟଗଡା ଗସ୍ତ।

ଆର. ପି. ଏଫ ଆଇଜିଙ୍କ ରାୟଗଡା ଗସ୍ତ।

355
ADVERTISEMENT

ରାୟଗଡା,୩୦/୧୦(ଡି.ଏଚ/ସୁଶାନ୍ତ ମହାରଣା):ରେଳ ବିଭାଗ ତରଫରୁ ରାୟଗଡା ଜିଲ୍ଲାରେ ରେଳ ଡିଭିଜନ ଘୋଷଣା ପରେ,ରେଳ ବିଭାଗର ସମସ୍ତ ଉପରିସ୍ଥ ଅଧିକାରୀ ତତ୍ପର ହୋଇ ଉଠିଛନ୍ତି। ନାନାଦି ସମସ୍ୟାର ସମାଧାନ ପାଇଁ ଆଜି ଆର. ପି. ଏଫର ଆଇଜି ଓ ସିନିୟର କମାଣ୍ଡର ଜିତେନ୍ଦ୍ର ପହଁଚି ଛନ୍ତି ରାୟଗଡାରେ ରେଳ ବିଭାଗର ଜବର ଦଖଲ ଜାଗା ଗୁଡିକ କିପରି ଉଛେଦ କରାଯିବ ଏବଂ ଡିଭିଜନ କାମ ଶୀଘ୍ରଶେଷ ହେବ। ସେନେଇ ସମସ୍ତେ ତତ୍ପରସହ ଯାତ୍ରୀମାନେ ସୁରକ୍ଷାରେ କିପରି ଯାତାୟତ କରିବେ,ଏ ସବୁ ବିଷୟକୁ ନେଇ ଆଲୋଚନା କରିଥିଲେ ରାୟଗଡା ଆର. ପି. ଏଫ ପୋଲିସ ମାନଙ୍କ ସହ ଆଇଜି କହିଥିଲେ କି ମିଡ଼ିଆ ବନ୍ଧୁମାନଙ୍କ ସହଯୋଗ ମଧ୍ୟ ଆବଶ୍ୟକ ହେବ। କାରଣ ଟ୍ରେନରେ ଚୋରା ଚାଲାଣ ହେଉଥିବା ବିଭିନ୍ନ ପ୍ରକାରର ନିଶା ଦ୍ରଵ୍ୟକୁ ରୋକିବା ଓ ଶୃଙ୍ଖଳା ପାଇଁ।

Advertisement