Sunday, November 22, 2026
ADVERTISEMENT
Home ଆଞ୍ଚଳିକ ବିଜୁ ଜନତା ଦଳ ତରଫରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

ବିଜୁ ଜନତା ଦଳ ତରଫରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

385
ADVERTISEMENT

ବ୍ରହ୍ମପୁର,୨୯/୧୦(ଡି.ଏଚ/ଇ.ରଞ୍ଜନ):ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳ ତରଫରୁ ବିଭିନ୍ନ ୱ।ର୍ଡରେ ଯଥା:- ୧୯,୨୦,୨୯,୩୦ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସାହିମାନଙ୍କରେ ପଦଯାତ୍ରା ସାରି ଗଞ୍ଜାମ କଳା ପରିଷଦ ହାତୀବନ୍ଦ ସାହି ନିକଟରେ ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲଙ୍କ ସଭାପତିତ୍ବରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସଂଜିତ ପାଣିଗ୍ରାହୀ, ଦୁର୍ଗା ପ୍ରସାଦ ପଣ୍ଡା, ଟି. ଗୋପି, ସୁବାଷ ମହାରଣା, ଅନିଲ ସାହୁ, ଏନ୍ ଧନୁଞ୍ଜୟ ରାଓ, ମୁକୁନ୍ଦ ଗୌଡ,ସଂଜୟ ଜେନା, ଭଗବାନ ଗନ୍ତାୟତ, ପ୍ରମୋଦ ମହାରଣା, ରାସବିହାରି ଦାସ, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ମଦନମୋହନ ଦଲେଇ, ମଞ୍ଜୁଳା ଦେବୀ ଲକ୍ଷ୍ମୀ ପ୍ରିୟା ପାଢି, ଚନ୍ଦ୍ର ମୋହନ ସାହୁ, ମୁନା ପଟ୍ଟନାୟକ,ସିମାଞ୍ଚଳ ପଟ୍ଟନାୟକ, ସଂଯୁକ୍ତା ପାତ୍ର, ସଂଯୁକ୍ତା ସାମଲ, ପି ଜାନକୀ, ରାଜେଶ ମୁଖୀ, ନରସିଂହ ରଥ, ପ୍ରଦୀପ କୁମାର ମିଶ୍ର, ଚିନ୍ତା ମଣି ନାୟକ, ଧବଳ ବେହେରା, ଲିଲି ବେହେରା, ରସ୍ମିତା ଜେନା, ସୁରେଶ ତ୍ରିପାଠୀ, ଡେନି, ରତ୍ନମଣି କାଟୁନ୍ ରାମଚନ୍ଦ୍ର, ନିନି ବେହେରା, ରମେଶ ମିଶ୍ର, ପ୍ରିୟଙ୍କା ଚୌଧୁରୀଙ୍କ ସହ ବିଜୁଯୁବ ଛାତ୍ର, ମହିଳା ଓ ବିଜୁ ପରିବାରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ ।

Advertisement