Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ନିରୀହ ଗରିବ ଉପରେ ସିଆରପିଏଫଙ୍କ ଅତ୍ୟାଚାର

ନିରୀହ ଗରିବ ଉପରେ ସିଆରପିଏଫଙ୍କ ଅତ୍ୟାଚାର

615
ADVERTISEMENT

ବାଲିଗୁଡ଼ା,୨୬/୧୦(ଡ଼ି.ଏଚ/ ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣଗିରି ପଞ୍ଚାୟତ ବାଣ୍ଡିଗୁଡା ଗ୍ରାମରେ ଆଜି ସକାଳୁ ଅମୀୟ ବଡ଼ସେଠ ନାମକ ଲୋକ ତାଙ୍କ ଜାଗା ସଫା କଲାବେଳେ କିଛି ସିଆରପିଏଫ ଯବାନ ଓ କନେଷ୍ଟବଳ ଆସି ଘରୁ ତାଙ୍କୁ ଡ଼ାକି ପ୍ରଥମେ କିଛି ନବୁଝି ନିରଧୁମ ମାଡ଼ ମାରିଥିଲେ । ଏହାକୁ ତାଙ୍କ ସ୍ତ୍ରୀ ହେମନ୍ତି ବଳିୟାରସିଂ ଛଡ଼ାଇବାକୁ ଗଲା ସମୟରେ ତାଙ୍କୁ ମଧ୍ୟ୍ୟ ଡରାଇ ଧମକାଇ ତୋ ସ୍ୱାମୀକୁ ଜୀବନରେ ମାରିଦେବାକୁ କହିଥିଲେ ଇତି ମଧ୍ୟରେ ନିରୁପାୟ ହୋଇ କିଛିଲୋକଙ୍କୁ ଡ଼ାକି ଆହାତ ଅମୀୟଙ୍କୁ କୋଟଗଡ଼ ମେଡ଼ିକାଲ ଆଣିଥିଲେ । କିନ୍ତୁ ସେଠାକର ଡାକ୍ତରଙ୍କ ନିର୍ଦ୍ଧେଶ କ୍ରମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ସେ ଏବେ ବାଲିଗୁଡ଼ା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

Advertisement