Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ବୁଦ୍ଧେଶ୍ୱର ମନ୍ଦିର ପ୍ରାଣଙ୍ଗରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ବୁଦ୍ଧେଶ୍ୱର ମନ୍ଦିର ପ୍ରାଣଙ୍ଗରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

400
ADVERTISEMENT

ବ୍ରହ୍ମପୁର/ସାନଖେମୁଣ୍ଡି, ୧୬/୧୦ (ଡି.ଏଚ / ଗୁରୁ ପ୍ରସାଦ) : ବୁଦ୍ଧେଶ୍ୱର ମନ୍ଦିର ପ୍ରାଣଙ୍ଗରେ ଭାରତୀୟ ଜନତା ପାର୍ଟିର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ ଯୋଗ ଦେଇଥିଲେ ଏବଂ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ ଏମ.ଚିନ୍ମୟ ରେଡି ଏବଂ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ମିଡ଼ିଆ ସେଲ ସଭାପତି ସୁଦର୍ଶନ ଚୌଧୁରୀ ଓ ଏଥିରେ ଅନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ପାପ୍ପା ରାଓ, T.ମୁନେଶ ଦୋରା, ମିଡ଼ିଆରୁ ଜିଲୁ ପ୍ରଧାନ, ସୁକାନ୍ତ କୁମାର ଖୁଣ୍ଟିଆ ଏବଂ ବହୁ ସଂଖ୍ୟାରେ ସାଧରଣ ଜନତା ଯୋଗଦାନ କରିଥିଲେ ।

Advertisement