ଆଞ୍ଚଳିକମୁଖ୍ୟ ଖବର ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା By Dunia Halchal - October 7, 2019 430 Share FacebookXPinterestWhatsApp ADVERTISEMENT ବ୍ରହ୍ମପୁର,୭/୧୦(ଡି.ଏଚ/ ଗୁରୁ ପ୍ରସାଦ) : ବ୍ରହ୍ମପୁର ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ବ୍ରହ୍ମପୁର ଗେଟବଜାର ଚନ୍ଦ୍ରମଣିପେଟା ସାହିର ରବି ବେହେରା (୨୨)। Advertisement