Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ମା’ ଦୁର୍ଗାଙ୍କ ଶାରଦୀୟ ନଵରାତ୍ରି ଉତ୍ସଵ ପାଳିତ

ମା’ ଦୁର୍ଗାଙ୍କ ଶାରଦୀୟ ନଵରାତ୍ରି ଉତ୍ସଵ ପାଳିତ

359
ADVERTISEMENT

“ଯାʼ ଦେବୀ ସର୍ବ ଭୂତେଷୁ,
ଶକ୍ତି ରୂପେଣଂ ସଂସ୍ଥିତା,,
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ॥”

ବ୍ରହ୍ମପୁର,୬।୧୦(ଡି. ଏଚ/ଗୁରୁ ପ୍ରସାଦ) : ମା’ ଦୁର୍ଗାଙ୍କ, ପଵିତ୍ର ଶାରଦୀୟ ନଵରାତ୍ରି ପୂଜାର୍ଚ୍ଚନା ଅଵସରରେ,ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆଧ୍ୟାତ୍ମିକ ମାର୍ଗଦର୍ଶକ ଓ ସିଧ୍ଧ ସାଧକ, ଗୁରୁଜୀ ,ଶ୍ରୀ ଶ୍ରୀ କ୍ରୀଷ୍ଣା ଭୈୟାଜୀ ମହାରାଜ୍ ଙ୍କ ମାନସ ପୁତ୍ର,”ସ୍ୱଶକ୍ତି ଜାଗରଣ ସେଵା ସଙ୍ଗ୍ ସ୍ଥାନ”,ଆନୁକୂଲ୍ୟରେ,ଵ୍ରହ୍ମପୁରର ସହର ପ୍ରାଙ୍ଗଣରେ,ଜଗଜ୍ଜନନୀ,ମହୀଷାସୁର ମର୍ଦ୍ଦିନୀ ମା’ ଦୁର୍ଗାଙ୍କ ଶାରଦୀୟ ନଵରାତ୍ରି ଉତ୍ସଵ,ପାଳିତ ହେଉଛି ।ଏହି ଅଵସରରେ ପ୍ରତ୍ୟହ,ଘୃତଯଞ,ଅନ୍ନଯଞ ସହ ଆଧ୍ୟାତ୍ମିକ ଆଲୋଚନା,ପ୍ରଵଚନ ଓ ଭଜନ, କୀର୍ତ୍ତନ ଅନୁଷ୍ଠିତ ହେଉଅଛି । ଏହି ମହାପର୍ଵ,ଆସନ୍ତା ସୋମବାର,ମହାନଵମୀ ତା:07.10.2019,ଅପରାହ୍ନ ଏକ ଘଟିକା ସମୟରେ ଉଦ୍ ଯାପିତ ହେବ। ଏହି ନଵରାତ୍ରି ପୂଜାର୍ଚ୍ଚନା ର ପାଵନ ଆଧ୍ୟାତ୍ମିକ ଜାହ୍ନଵୀରେ ଅଵଗାହନ କରି, ଆତ୍ମଶକ୍ତି ଜାଗରଣ ସହ, ମାନଵିକତା ର ଉତ୍ତରଣରେ ସମସ୍ତେ ସହଭାଗୀ ହୁଅନ୍ତୁ । ଜୟ ମାତେଶ୍ୱରୀ

Advertisement