Tuesday, November 24, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳରେ ଏକ ଅଦ୍ଧଭୁତ ଧରଣର ଗାଈ ଛୁଆ (ବାଛୁରୀ)ଜନ୍ମ କରିଥିଲା

କନ୍ଧମାଳରେ ଏକ ଅଦ୍ଧଭୁତ ଧରଣର ଗାଈ ଛୁଆ (ବାଛୁରୀ)ଜନ୍ମ କରିଥିଲା

314
ADVERTISEMENT

ବାଲିଗୁଡା,୬।୧୦(ଡି.ଏଚ/ସୁରେଶ ପଣ୍ଡା ) : କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗ ଗ୍ରାମପଞ୍ଚାୟତରେ କାଲି ରାତିରେ ଗୋଟିଏ ଗାଈ ପାଟି, ଆଖି, କାନ ନଥିବାର ଛୁଆ ଜନ୍ମ କରିବାର ଦେଖିବାକୁ ମିଳିଥିଲା । ଆଜି ଏହି ବାଛୁରୀ ମୃତ୍ୟୁ ବରଣ କରିଥିଲା । ଏହି ବାଛୁରୀକୁ ଦେଖିବା ପାଇଁ ଗ୍ରାମରେ ବହୁ ଜନସାଧାରଣ ଭିଡ଼ ଜମିବାର ଦେଖିବାକୁ ମିଳିଥିଲା ।

Advertisement