କେନ୍ଦ୍ରାପଡା,୨୦|୦୭(ଡ଼ି.ଏଚ ବ୍ୟୁରୋ):-କଟକ ଚାନ୍ଦବାଲି ରାସ୍ତାର କୁସୁନପୁର ଠାରେ ଦୁଇ ମାଛ ବୋଝେଇ ଟ୍ରକ୍ ମଧ୍ୟରେ ଧକ୍କା । ଏଥିରେ ତିନି ଜଣ କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଣେ ଗୁରୁତର ହୋଇ ନିଶ୍ଚିତକୋଇଲି ହସ୍ପିଟାଲରେ ଭର୍ତ୍ତି । ଏବଂ ପାଲିସ ଘଟଣାସ୍ଥଳରେ ପହଁଚି ଟ୍ରକ୍ ଦ୍ୱୟକୁ ଜବତ କରି ତଦନ୍ତ ଜାରି ରଖିଛି । ସେପଟେ ମାଛ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେଲା ପରେ ସ୍ଥାନୀୟ ଲୋକେ ମାଛ ବୋହି ନେଉଥିବା ଦେଖିବାକୁ ମିଳିଛି ।

















