Saturday, August 8, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ସମ୍ବଲପୁର CADA ଡିଭିଜନର ଯନ୍ତ୍ରୀ ପଦ୍ମଲୋଚନ ନାୟକ l

ଭିଜିଲାନ୍ସ ଜାଲରେ ସମ୍ବଲପୁର CADA ଡିଭିଜନର ଯନ୍ତ୍ରୀ ପଦ୍ମଲୋଚନ ନାୟକ l

13
ADVERTISEMENT

ସମ୍ବଲପୁର,୨୩।୦୬(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ସମ୍ବଲପୁର CADA ଡିଭିଜନର ଯନ୍ତ୍ରୀ ପଦ୍ମଲୋଚନ ନାୟକ l ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ସମ୍ବଲପୁର ଧନୁପାଲି ସ୍ଥିତ ଭଡ଼ା ଘର, ଅଫିସ୍ ଚାମ୍ବର, କଟକ ବିଦ୍ୟାଧରପୁରରେ ବିଶାଳ ତିନି ମହଲା କୋଠା, ବାଲେଶ୍ୱର ବସ୍ତା ଅନ୍ତର୍ଗତ ମୁଖାଲିସ ଗାଁରେ ଦୁଇ ମହଲା କୋଠା ଠାବ କରି ଚଢାଉ ଜାରି ରଖିଛି ।

Advertisement