ଗଞ୍ଜେଇ ଜବତ ସହ ୨ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

2
ADVERTISEMENT

କଣ୍ଟାବାଞ୍ଜି,୧୯/୦୩(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀରି ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଅବକାରୀ ବିଭାଗ ଓ ଆର ପି ଏଫ ର ମିଳିତ ଚଢ଼ାଉ ବେଳେ ୯କେଜି ଓଜନର ଗଞ୍ଜେଇ ଜବତ ସହ ୨ ଗଞ୍ଜେଇ ବ୍ୟବସାୟୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ୨ ଗଞ୍ଜେଇ ବ୍ୟବସାୟୀ ହେଲେ ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲା ରାଣୀତାଲ ଅଞ୍ଚଳର କିଶୋର ବିଶ୍ୱକର୍ମା (୫୨) ଏବଂ ଉତ୍ତରପ୍ରଦେଶ ମିରଟ ଜିଲ୍ଲା ମୁଜାକିପୁର ଅଞ୍ଚଳର ସଞ୍ଜୟ କୁମାର।

Advertisement