ବାଲେଶ୍ୱର,୧୧/୩(ଡ଼ି.ଏଚ ବ୍ୟୁରୋ):-ଭୁଶୁଡୁଛି ବାଲେଶ୍ୱରର ବିଜେଡି ଗଡ଼ l ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ବିଜେଡ଼ି ରୁ ଇସ୍ତଫା ଦେଇ ଇସ୍ତଫା ପତ୍ର ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଏବଂ ସେ ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟ ସ୍ତରରେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି।
















