ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣେ ଯୁବକ ଗିରଫ ।

4
ADVERTISEMENT

ବ୍ରହ୍ମପୁର,୧୧/୩(ଡ଼ି.ଏଚ ବ୍ୟୁରୋ):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କୃଷି କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ଓ ପୋଲିସର ଯାଞ୍ଚ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣେ ଯୁବକ ଗିରଫ । ଗିରଫ ଯୁବକ ଜଣକ ବାଇକ୍ ଧରି ଗଞ୍ଜେଇ ଚାଲାଣ କରୁଥିଲା । ତେବେ ଯୁବକ ଜଣକ କଲେଜ ଛାତ୍ର ହୋଇଥିବା ବେଳେ ସେ କିପରି ଏହି ଗଞ୍ଜେଇ କାରବାରରେ ସାମିଲ ହେଲେ ସେନେଇ ତଦନ୍ତ ଜାରି ରହିଛି l

Advertisement