ଟ୍ରାକ୍ଟର ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ ।

2
ADVERTISEMENT

ଅନୁଗୋଳ ,୦୮/ ୩(ଡ଼ି.ଏଚ ବ୍ୟୁରୋ):- ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଉଡାବାହାଳ ଗାଁରେ ଟ୍ରାକ୍ଟର ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ । ମୃତକ ସନାତନ ସାହୁ ଟ୍ରାକ୍ଟର ରେ ବାଲି ନେଇ ଫେରୁଥିବା ବେଳେ ଟ୍ରାକ୍ଟର ଟି ଅସାବଧାନତା ଯୋଗୁଁ ଓଲଟି ପଡ଼ିଥିଲା। ଯାହା ଫଳରେ ସେ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Advertisement