ଭଦ୍ରକ,୧୪/୨(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଟାଉନ ପୋଲିସ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିବା ସହ ଵହୁ ପରିମାଣର ନକଲି ଜର୍ଦ୍ଦା ଓ ଏଥିରେ ବ୍ୟବହୁତ ଖୋଳ, ଲୋଗୋ,ଷ୍ଟିକର, ତିଆରି ମେସିନ,କେମିକାଲ,ପେକିଂ ମେସିନ ଆଦି ଜବତ ଜବତ କରିଛି। ଏଥିସହ ନକଲି ଜର୍ଦ୍ଦା ଚୋରା କରବାରରେ ସଂପୂକ୍ତ କାଜିମହଲା ଅଂଚଳର ରାଜା ଉଲହକଙ୍କୁ ଗିରଫ କରିଛି l


















