କରଞ୍ଜିଆ,୧୩/୦୨(ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମୁର୍ଗାସାହି ନିକଟରେ ଭାରସାମ୍ୟ ହରାଇ କେନାଲ କେନାଲ ଭିତରକୁ ମାଡ଼ିଗଲା ଟ୍ରାକ୍ଟର । ଘଟଣା ସ୍ଥଳରେ ଟ୍ରାକ୍ଟର ଡ୍ରାଇଭର ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ କରଞ୍ଜିଆ ମେଡ଼ିକାଲରେ ଭର୍ତି । ସମସ୍ତ ବାର୍ଷିକ କ୍ରୀଡା ଦେଖି ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିଲେ ।

















