ଗଞ୍ଜାମ,୦୬/୦୨(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ ଗ୍ରାମର ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ନିକଟସ୍ଥ ଶାଗୁଆନ ଜଙ୍ଗଲରୁଯୁବକର ଅର୍ଧ ଦଗ୍ଦ ମୃତଦେହ ମିଳିବା ଘଟଣାରେ ପୋଲିସ ୪ ଅଭିଯୁକ୍ତକୁ ଗିରଫ କରିଛି ।ସେମାନେ ହେଲେ ଆସିକା ନଳବଣ୍ଟl ଗ୍ରାମର ବଳରାମ ପାହାନ ଓ ତାର ଅନ୍ୟ ତିନି ସହଯୋଗୀ ଲେମନ୍ ପରିଡ଼ା, ସମ୍ବିତ ଗୌଡ,ଏବଂ ଅଜିତ ଗୌଡ।


















