ଝାରସୁଗୁଡ଼ା,୦୫।୦୨(ଡ଼ି.ଏଚ ବ୍ୟୁରୋ):- ଝାରସୁଗୁଡ଼ା ରେଳ ଷ୍ଟେସନରେ ସ୍ବାମୀ ସ୍ତ୍ରୀ ଟଙ୍କା ନଦେବାରୁ ସ୍ବାମୀ ସ୍ତ୍ରୀଙ୍କୁ ଛୁରାମାଡ କଲେ ଦୃବୁତ୍ତ । ଛୁରାମାଡରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତହୋଇ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତି । ଏବଂ ଛୁରାମାଡ କରି ଘଟଣା ସ୍ଥଳରୁ ଦୃବୁତ୍ତ ଜଣକ ଫେରାର ଥିବା ବେଳେ ଘଟଣା ସ୍ଥଳରେ ଆରପିଏଫ ପୋଲିସ ସିସିଟିଭି ଫୁଟେଜର ଯାଞ୍ଚ ଚଳାଇଛି ।


















