୮୪୦ ଟି ବୋତଲ କଫସିରପ ଜବତ l

4
ADVERTISEMENT

ଭଦ୍ରକ,୦୫।୦୨(ଡ଼ି.ଏଚ ବ୍ୟୁରୋ):- ଭଦ୍ରକ ଜିଲ୍ଲା ବାସୁଦେବପୁର ବଜାରର ହାଇସ୍କୁଲ ଛକ ସ୍ଥିତ ଦୂର୍ଗା ମେଡିସିନ ଦୋକାନରେ ବାସୁଦେବପୁର ଅବକାରୀ ବିଭାଗର ଚଢାଉ ବେଳେ ବେଆଇନି ଭାବରେ ବିକ୍ରି ହେଉଥିବା ୮୪୦ ଟି ବୋତଲ କଫସିରପ ଜବତ l ଏହି ଘଟଣାରେ ଦୋକାନର ଜଣେ କର୍ମଚାରୀକୁ ଗିରଫ କରାଯାଇ ଥିବାବେଳେ ଜବତ କଫସିରପର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ସୂଚନା ।

Advertisement