କେନ୍ଦୁଝର ସଦର ଥାନା ବାୟାପଣ୍ଡାଧାରରେ ବନ୍ଧୁକ ମୁନରେ ଲୁଟିନେଲେ ନଗଦ ଟଙ୍କା ସହ ସୁନାଗହଣା ।

8
ADVERTISEMENT

କେନ୍ଦୁଝର,୦୨/୨(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ସଦର ଥାନା ବାୟାପଣ୍ଡାଧାରରେ ସଶସ୍ତ୍ର ଡକାୟତି। ଆଠ ଜଣ ମୁଖା ପିନ୍ଧା ଡାକାୟତ ପାଣି ମାଗିବା ବାହାନାରେ ଜଣକ ଘରେ ପଶି ବନ୍ଧୁକ ମୁନରେ ଲୁଟି ନେଲେ ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ସହ ୧୧ ଲକ୍ଷ ଟଙ୍କାର ସୁନା ଗହଣା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Advertisement