ସମ୍ବଲପୁର,୦୮/୧(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲିରେ ଏକ ଇଟା ବୋଝେଇ ଟ୍ରାକ୍ଟର ଭାରାସାମ୍ୟ ହରାଇ ହୋଟେଲ ଭିତରକୁ ପଶି ଓଲଟି ପଡ଼ିବା ଫଳରେ ହୋଟେଲ୍ ରେ କାମ କରୁଥିବା ୨ ଜଣଙ୍କର ମୃତ୍ୟୁ । ଏବଂ ଜଣେ ନାବାଳକ ଗୁରୁତର ଭାବେ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ଥିବାବେଳେ ଦୁର୍ଘଟଣା ଘଟାଇ ଟ୍ରlକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର୍ ।

















