ସ୍କୁଟିକୁ ଧକ୍କାଦେଲା ବୋଲେରୋ,ଦୁର୍ଘଟଣାରେ ୫ବର୍ଷୀୟ ନାବାଳକର ମୃତ୍ୟୁ l

14
ADVERTISEMENT

ପୁରୀ,୨।୧:(ଡ଼ି.ଏଚ ବ୍ୟୁରୋ):-ପୁରୀ ବଡଦାଣ୍ଡ ବଳଗଣ୍ଡି ଛକରେ ସ୍କୁଟିକୁ ଧକ୍କାଦେଲା ବୋଲେରୋ l ଦୁର୍ଘଟଣାରେ ୫ବର୍ଷୀୟ ନାବାଳକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଗୁରୁତର ପୁରୀ ମେଡିକାଲରେ ଭର୍ତ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜେଜେ ଓ ତାଙ୍କ ପାଞ୍ଚ ବର୍ଷୀୟ ନାତି ଉଭୟ ସ୍କୁଟିରେ ଯାଉଥିବା ବେଳେ ପଛରେ ଆସି ଏକ ବୋଲେରୋ ହଠାତ୍‌ ଧକ୍କା ଦେଇଥିଲା । ଜେଜେ ତଳେ ପଡିଯିବା ପରେ ବୋଲେରୋଟି ଛୋଟ ପିଲାଟିକୁ ଘୋଷାଡି ନେଇଥିଲା ।

Advertisement