ନବବର୍ଷ ୨୦୨୬ର ପ୍ରଥମ ଦିନରେ ମହାପ୍ରଭୁଙ୍କ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।

14
ADVERTISEMENT

ପୁରୀ,୦୨/୧(ଡ଼ି.ଏଚ ବ୍ୟୁରୋ):-ପୁରୀ ଶ୍ରୀମନ୍ଦିରରେ ନବବର୍ଷ ୨୦୨୬ର ପ୍ରଥମ ଦିନରେ ମହାପ୍ରଭୁଙ୍କ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ରାତ୍ର ପ୍ରାୟ ୨ଟାରୁ ଶ୍ରୀମନ୍ଦିରରେ ଦର୍ଶନ ଆରମ୍ଭ ହୋଇଥିବାବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ହଜାର ହଜାର ପୁଲିସଙ୍କ ସହଯୋଗରେ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ପ୍ରବଳ ଭିଡ଼ ଯୋଗୁଁ ସପରିବାର ଆସିଥିବା ବରିଷ୍ଠ ନାଗରିକ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

Advertisement