ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ଵ ସହାୟକ ବାସୁଦେବ ଭୋଇ।

38
ADVERTISEMENT

ସମ୍ବଲପୁର,୨୪/୧୨(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ଵ ସହାୟକ ବାସୁଦେବ ଭୋଇ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କ ବାସଭବନ ସମେତ ବରଗଡରେ ଥିବା ପୈତୃକ ଘର, ଆବାସିକ ଦୁଇ ମହଲା କୋଠା, ସମ୍ବଲପୁର ଚାରଭାଟିରେ ଥିବା କୋଠା,ଓ ତାଙ୍କ ସରକାରୀ କାର୍ଯ୍ୟାଳୟରେ ଚଢଉ ଜାରି କରିଛି ।

Advertisement