ଭୁବନେଶ୍ୱର,୨୭/୧୧(ଡ଼ି.ଏଚ ବ୍ୟୁରୋ):-ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବାବେଳେ ରାଉରକେଲାରେ ୧୦.୧, ଝାରସୁଗୁଡ଼ାରେ ୧୦.୪, ଭୁବନେଶ୍ବରରେ ୧୬, କଟକରେ ୧୪.୬, ଅନୁଗୋଳରେ ୧୩.୮, ବାରିପଦାରେ ୧୩.୬, କେନ୍ଦୁଝରରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, ଭବାନୀପାଟଣାରେ ୧୩.୮, କୋରାପୁଟରେ ୧୩.୨ ଏବଂ ଫୁଲବାଣୀରେ ୧୨ ଡିଗ୍ରୀ ରହିଛି।
















