Saturday, August 8, 2026
ADVERTISEMENT
Home ଆଞ୍ଚଳିକ ଟ୍ରକ୍କୁ ପଛରୁ ପିଟିଲା ଟୁରିଷ୍ଟ ବସ୍,ବସ କଣ୍ଡକ୍ଟରଙ୍କ ମୃତ୍ୟୁ l

ଟ୍ରକ୍କୁ ପଛରୁ ପିଟିଲା ଟୁରିଷ୍ଟ ବସ୍,ବସ କଣ୍ଡକ୍ଟରଙ୍କ ମୃତ୍ୟୁ l

67
ADVERTISEMENT

ସମ୍ବଲପୁର,୧୦/୧୧(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଲୁହାପଙ୍କରେ ନିୟନ୍ତ୍ରଣ ହରାଇ ଟ୍ରକ୍କୁ ପଛରୁ ପିଟିଲା ଟୁରିଷ୍ଟ ବସ୍ l ଦୁର୍ଘଟଣାରେ ଟୁରିଷ୍ଟ ବସ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ବସ୍ ଟି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ‘କପିଳାସ’କୁ ଯାଇଥିଲା ।

Advertisement