ସ୍କୁଲରେ ମଧ୍ୟାହ୍ନ ଭୋଜନ ନଦେବା ପଡ଼ିଲା ମହଙ୍ଗା ।

59
ADVERTISEMENT

ବୌଦ୍ଧ ,୨୩/୮(ଡ଼ି.ଏଚ ବ୍ୟୁରୋ):-ସ୍କୁଲରେ ମଧ୍ୟାହ୍ନ ଭୋଜନ ନଦେବା ପଡ଼ିଲା ମହଙ୍ଗା । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୩୩, ବୌଦ୍ଧ ବ୍ଲକ ୧୫ ଓ କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲା ଶିକ୍ଷା ଅଧିକାରୀ । ସାତ ଦିନ ମଧ୍ୟରେ SMC କମିଟି ଆଗରେ ୧୫ତାରିଖର ଭୋଜନ ଛାତ୍ରଛାତ୍ରୀଙ୍କୁ ଦେବା ସହ ପ୍ରମାଣ ସ୍ୱରୂପ ଫୋଟୋ ଭିଡିଓ ସହ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Advertisement