ଜଙ୍ଗଲୀ ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ।

89
ADVERTISEMENT

କେନ୍ଦୁଝର,୨୬/୦୬(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ କୋଳିପଶି ଗାଁ ନିକଟ ଅଟେଇ ଜଙ୍ଗଲରେ ଜଙ୍ଗଲୀ ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ବୃଦ୍ଧ ନୁନୁ ନାଏକ ନିକଟସ୍ଥ ଜଙ୍ଗଲକୁ ଡାଳପତ୍ର ଆଣିବାକୁ ଯାଇଥିଲେ । ସେହି ସମୟରେ ତାଙ୍କୁ ହଠାତ ୩ଟି ଭାଲୁ ଆକ୍ରମଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement