ଯାଜପୁର,୧୦/୬(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା କାଳିଆପାଣି ଥାନା ମହୁଲଖାଲ ନିକଟରେ ଭାରସାମ୍ୟ ହରାଇ ଗଛ ରେ ପିଟି ହେଲା କାର l ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧ ଗୁରୁତର ହୋଇ କଳିଙ୍ଗନଗର ଟାଟା ହସ୍ପିଟାଲରେ ଚିକିତ୍ସିତ । ଏବଂ ୨ ମୃତକ ହେଲେ କାଦୁଅ ବନ୍ଦୀ ଗ୍ରାମର ବିଶ୍ୱନାଥ ମହାନ୍ତ,ଓ ମହୁଲଖାଲ ଗ୍ରାମର ସଞ୍ଜୟ କୁମାର ମହାନ୍ତ l
















